Skip to main content

About Department

ସଂସ୍କୃତି ଭିତର ବ୍ୟାନର

About Department

ନିଜର ଐତିହାସିକ ପୀଠ, ପ୍ରତ୍ନତାତ୍ତ୍ୱିକ ସ୍ଥଳୀ, ପ୍ରସ୍ତର କାର୍ଯ୍ୟ, ନୃତ୍ୟ ଏବଂ ସଙ୍ଗୀତକୁ ନେଇ ଓଡ଼ିଶା ସାଂସ୍କୃତିକ ଐତିହ୍ୟର ଏକ ଭଣ୍ଡାର କହିଲେ ଅତୁକ୍ତି ହେବ ନାହିଁ। ପୂରାକାଳରୁ ଓଡ଼ିଶା ବହୁ ସଂଖ୍ୟକ ବିଦ୍ୱାନ, କଳାକାର ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସିଛି । ଓଡ଼ିଶାର ସଂସ୍କୃତି ବିଭାଗ ଏହି ଦୁର୍ଲଭ କଳା ଓ ସଂସ୍କୃତି କ୍ଷେତ୍ରକୁ ବ୍ୟବସ୍ଥିତ ଓ ବ୍ୟାପକ ପ୍ରୋତ୍ସାହନ ଦେବା କାର୍ଯ୍ୟ କରିବା ସହ ବିଭାଗ ଓଡ଼ିଶାର ଏହି ପୁରାତନ ସାଂସ୍କୃତିକ ପରମ୍ପରା ଓ ପ୍ରାଚୀନ କଳାକୃତି ଗୁଡ଼ିକର ସଂରକ୍ଷଣ ପାଇଁ ମଧ୍ୟ କାର୍ଯ୍ୟ କରୁଛି ।