ଐତିହାସିକ ସ୍ମାରକୀ, ପ୍ରତ୍ନତାତ୍ତ୍ୱିକ ସ୍ଥଳ, ପାରମ୍ପରିକ କଳା, ମୂର୍ତ୍ତି, ନୃତ୍ୟ ଓ ସଙ୍ଗୀତ ସହିତ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଗଡ଼ ହେଉଛି ଓଡ଼ିଶା। ପ୍ରାଚୀନ କାଳରୁ ଓଡ଼ିଶା ବହୁ ସଂଖ୍ୟାରେ ପଣ୍ଡିତ, କଳାକାର ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି। ଏହି ବିଭାଗ ରାଜ୍ୟରେ କଳା ଓ ସଂସ୍କୃତି କ୍ଷେତ୍ରରେ ଶୃଙ୍ଖଳିତ ଏବଂ ବ୍ୟାପକ ପ୍ରୋତ୍ସାହନ ପାଇଁ ଆଶା ରଖିଛି…